250

INDRAKSHI

(0 customer review)

"କାହାଣୀ ହେଲା ଲେଖକ ଅନ୍ତର୍ମନର ଇନ୍ଦ୍ରଜାଲ । ଲେଖକର ମାନସପଟରୁ ଜନ୍ମ ନେଇ କାଗଜ କଲମରେ ପ୍ରତିଫଳିତ ହୋଇପାରିଲେ, ତା' ସଂରକ୍ଷିତ ହୋଇ ରହିଯାଏ ଯୁଗ ଯୁଗ ପାଇଁ । ଠିକ ସେହିପରି, ""ଇନ୍ଦ୍ରାକ୍ଷୀ: ଦୃଷ୍ଟିକୋଣରେ କାହାଣୀ"" ଆଧୁନିକ ଉତ୍କଳର ନବ ସାହିତ୍ୟିକଙ୍କ ଏକ ସମନ୍ବିତ ପ୍ରୟାସ । ଏହା ଓଡ଼ିଆ ସାହିତ୍ୟକୁ ଯେ ସ୍ଵୀୟ ଅବଦାନରେ ପରିପୁଷ୍ଟ କରିବ, ଏଥିରେ ଦ୍ବିମତ ନାହିଁ । ଏହି ଗଳ୍ପ ସଂକଳନରେ ସମ୍ମିଳିତ ଲେଖକ ଲେଖିକାଗଣ ହେଲେ, ସୁଶ୍ରୀ ଅନିତା ଜେନା - ଶ୍ରୀମତୀ ମୋନାଲିସ ପଣ୍ଡା - ଶ୍ରୀ ସୋମନାଥ ବେହେରା - ଶ୍ରୀମତୀ ସଞ୍ଜିତା ପ୍ରଧାନ - ଶ୍ରୀମତୀ ସ୍ଵାଗତିକା ମହାଙ୍କୁଡ - ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ - ଶ୍ରୀମତୀ ମୋନାଲିସା ତ୍ରିପାଠୀ - ସୁଶ୍ରୀ ସସ୍ମିତା ସିଂହ - ଶ୍ରୀମାନ ଜ୍ଞାନ ରଞ୍ଜନ କର - ଶ୍ରୀମତୀ ସାଗରୀକା ପାଣିଗ୍ରାହୀ - ଶ୍ରୀ ଅରବିନ୍ଦ କୁମାର ଗୁପ୍ତା - ଡ଼ଃ ମଧୁସ୍ମିତା ମିଶ୍ର - ଶ୍ରୀ ରାମଚନ୍ଦ୍ର ଭୁତିଆ - ଶ୍ରୀ ଲକ୍ଷ୍ମୀ କାନ୍ତ ବେହେରା - ସୁଶ୍ରୀ ସାଇପ୍ରଭା ସୂତାର - ଶ୍ରୀମତୀ ଶ୍ୱେତପଦ୍ମା ପାଢ଼ୀ - ଶ୍ରୀ ଦେବାଶିଷ ଆଚାର୍ଯ୍ୟ - ଶ୍ରୀମତୀ ଜ୍ୟୋସ୍ନାମୟୀ - ସୁଶ୍ରୀ ଶ୍ରୀୟା - ଶ୍ରୀ ଅଭିଷେକ ତ୍ରିପାଠୀ"

BUY NOW

Publisher: Author:

ISBN: 978-93-90456-76-5 | Language: English | Pages: 245
Category:

Meet The Author

" My books are marked down because most of them are marked with a on the edge by publishers. "

0 review for INDRAKSHI

No reviews to display.
Add a review

Your email address will not be published. Required fields are marked *