BooksClub
ABHISHEK TRIPATHY

Author

ABHISHEK TRIPATHY

9

Published Books

Books by ABHISHEK TRIPATHY

YEHH DARMIYAAN
YEHH DARMIYAAN

Poetry Anthology (multiple authors)

"Love....life's only valuable experience...Almost everyone must have experienced love in his or her life atleast for once. Have you ever been in a long distance relationship? Have you ever stayed apart from your mom, dad, near & dear ones? If yes, then does distance really matter in true love? Want to know the answer!!! Then here is something special for you, ""Yehh darmiyaan"", an anthology based on the theme long distance love, Involving 25+ Incredible writers who have given wonderful poems and quotes like the Love which will travel as far as you let it. It has no limits. So let’s sit down and read the beautiful words written for you and me."

₹200.00Ebook ₹99.00
MAHISHA MARDINI
MAHISHA MARDINI

Hindi Poetry

"ସେ ଜାୟା, ସେ ଜନନୀ.... କେବେ ପୁଣି ଭଗିନୀ! କେବେ ସେ ସୂତା, କେବେ ଦୁହିତା! କେବେ ଦୁଃଖ ହାରିଣୀ, କେବେ ପୁଣି ଦୁର୍ଗତିନାଶିନୀ! କେବେ ପୁଣି ଦୁଃସ୍ଥା, ନିଷ୍ପେସିତା, କଳଙ୍କିତା ଆତ୍ମଗ୍ଲାନିରେ ଜର୍ଜରିତା ତାର କାହାଣୀ !! ଶାରଦୀୟ ମହୋତ୍ସବର ପବିତ୍ର ପାର୍ବଣ ଆନୁକୂଲ୍ୟରେ ଇଙ୍କୱାର୍ଲଡ଼ ତରଫରୁ ସେଇ ନାରୀ ସମାଜ ପାଇଁ ଉତ୍ସର୍ଗୀକୃତ ଏଇ ବିଶେଷ ସଂକଳନ ""ମହିଷା ମର୍ଦ୍ଦିନୀ"" । ପ୍ରଥମ ଥର ପାଇଁ ଓଡ଼ିଆ ସାହିତ୍ୟ ଜଗତ ରେ ରେକର୍ଡ ସଂଖ୍ୟକ ପ୍ରାୟ ଏକଶହ ପଚାଶ ଲେଖକ ଲେଖିକା ଙ୍କ ଗଳ୍ପ ଓ କବିତାର ସମାହାର ରେ ଇଂକୱାର୍ଲଡ ପ୍ରକାଶନୀ ତରଫ ରୁ ପ୍ରକାଶିତ ଏହି ସଂକଳନ ପୁସ୍ତକ I ଏହି ପୁସ୍ତକ ଟି ପାଠକ ପାଠିକା ମାନଙ୍କ ଗହଣ ରେ ଆଦୃତ ହେଉ, ମା ଦୁର୍ଗା ଙ୍କ ନିକଟ ରେ ଏତିକି ପ୍ରାର୍ଥନା I"

₹150.00Ebook ₹99.00
BINDU
BINDU

Hindi Poetry

"ସାଇପ୍ରଭା ସୂତାର ସମକାଳୀନ ଓଡ଼ିଆ ସାହିତ୍ୟର ନୂଆପିଢିର ଜଣେ ସମର୍ଥ ଲେଖିକା। ସେ ଖୁବ୍ କମ୍ ବୟସରୁ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ କରିଦେଇଛନ୍ତି ସାହିତ୍ୟ ସେବାରେ। ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତଳାଙ୍ଗ ଗ୍ରାମରେ ଜନ୍ମିତା ସାଇପ୍ରଭା ଭଦ୍ରକ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ ପାଠପଢ଼ା ଶେଷ କରି ଭଦ୍ରକ ଜୁନିଅର ମହାବିଦ୍ୟାଳୟରେ ଦ୍ଵାଦଶ ଏବଂ ସୋର ସ୍ଥିତ ସୁନାମଧନ୍ୟ ଉପେନ୍ଦ୍ରନାଥ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ବର୍ତ୍ତମାନ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଗଳ୍ପ ଓ କବିତା ଲେଖିବାରେ ପାରଙ୍ଗମ ଲେଖିକା ସାଇପ୍ରଭା ନିଜର ଦକ୍ଷ ଲେଖନୀ ମାଧ୍ୟମରେ କେତେବେଳେ ନିର୍ଜୀବ ମଧ୍ୟରେ ପ୍ରାଣସଞ୍ଚାର କରିପାରନ୍ତିି ତ' କେତେବେଳେ ଜୀବନ୍ତକୁ ସଜେଇଦିଅନ୍ତି ଜଡ, କେତେବେଳେ ମୃତ୍ୟୁ ଗୃହରେ ଜୀବନର ଉଦ୍ଭାବନ କରନ୍ତି ତ' କେତେବେଳେ ସ୍ବାଗତ କରନ୍ତି ମୃତ୍ୟୁକୁ। ପ୍ରକୃତି ପ୍ରେମରେ ଆକ୍ରାନ୍ତ ଲେଖିକା ସାଇପ୍ରଭା ସୂତାର କବିତା ଓ ଗଳ୍ପର ସହାୟତାରେ କରନ୍ତି ଅନ୍ୟାୟ ବିରୁଦ୍ଧରେ ସ୍ବରଉତ୍ତୋଳନ, ଆଉ ମନରେ ଭରିଦିଅନ୍ତି ବିଦ୍ରୋହର ବହ୍ନି। ""ବିନ୍ଦୁ"" , କବିତା ଏବଂ ଗଳ୍ପର ଏକ ଅପୂର୍ବ ମିଳନ । ଯେଉଁଠି ସୁପ୍ତଭାବରେ ରହିଅଛି ପ୍ରେମ, ବନ୍ଧୁତା ଓ ବିଦ୍ରୋହର ପ୍ରତିଫଳନ। ଉକ୍ତ କବିତା ଓ ଗଳ୍ପ ସଂକଳନ ପାଠକ ପାଠିକାମାନଙ୍କ ହୃଦୟକୁ ନିଶ୍ଚୟ ସ୍ପର୍ଶ କରିବ ଆଉ ସମାଜରେ ପ୍ରଚଳିତ କୁପ୍ରଥା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ପାଇଁ ପ୍ରେରଣା ଯୋଗାଇବ।"

₹130.00Ebook ₹99.00
SUCHINTAN SATAPATHY APARAADHA JAGATARE MANASTATTWABIT

Suchintan Satapathy: A psychiatrist amidst crimes and criminals: A known name in the world of detectives. He and his pal Neeraj solve various cases not only in Twin city and also outside Odisha. He is unstoppable. He is unpredictable. He is mysterious. But is there someone who flickers his mind? Find it out by reading this amazing piece by Shreeya.

₹169.00Ebook ₹99.00
Chhayamriga
Chhayamriga

Suspense Thriller

Have you ever experienced love & horror at a same time. Here is something interesting for the reader. A combination of 30+ thriller stories by 25 prominent odia writers of different age group, by community inkworld odia. It will surely give the reader a great diversity & an thrilling experience. So order this book & enjoy the roller coster ride of thrill & horror.

₹270.00Ebook ₹99.00
Akhyayin - bastabata eka bhrama matra

A combination of 30+ thriller stories by 25 prominent odia writers of different age group, by community inkworld odia. It will surely give the reader a great diversity & an thrilling experience. So order this book & enjoy the roller coster ride of thrill & horror.

₹270.00Ebook ₹99.00
INDRAKSHI
INDRAKSHI

Hindi Poetry

"କାହାଣୀ ହେଲା ଲେଖକ ଅନ୍ତର୍ମନର ଇନ୍ଦ୍ରଜାଲ । ଲେଖକର ମାନସପଟରୁ ଜନ୍ମ ନେଇ କାଗଜ କଲମରେ ପ୍ରତିଫଳିତ ହୋଇପାରିଲେ, ତା' ସଂରକ୍ଷିତ ହୋଇ ରହିଯାଏ ଯୁଗ ଯୁଗ ପାଇଁ । ଠିକ ସେହିପରି, ""ଇନ୍ଦ୍ରାକ୍ଷୀ: ଦୃଷ୍ଟିକୋଣରେ କାହାଣୀ"" ଆଧୁନିକ ଉତ୍କଳର ନବ ସାହିତ୍ୟିକଙ୍କ ଏକ ସମନ୍ବିତ ପ୍ରୟାସ । ଏହା ଓଡ଼ିଆ ସାହିତ୍ୟକୁ ଯେ ସ୍ଵୀୟ ଅବଦାନରେ ପରିପୁଷ୍ଟ କରିବ, ଏଥିରେ ଦ୍ବିମତ ନାହିଁ । ଏହି ଗଳ୍ପ ସଂକଳନରେ ସମ୍ମିଳିତ ଲେଖକ ଲେଖିକାଗଣ ହେଲେ, ସୁଶ୍ରୀ ଅନିତା ଜେନା - ଶ୍ରୀମତୀ ମୋନାଲିସ ପଣ୍ଡା - ଶ୍ରୀ ସୋମନାଥ ବେହେରା - ଶ୍ରୀମତୀ ସଞ୍ଜିତା ପ୍ରଧାନ - ଶ୍ରୀମତୀ ସ୍ଵାଗତିକା ମହାଙ୍କୁଡ - ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ - ଶ୍ରୀମତୀ ମୋନାଲିସା ତ୍ରିପାଠୀ - ସୁଶ୍ରୀ ସସ୍ମିତା ସିଂହ - ଶ୍ରୀମାନ ଜ୍ଞାନ ରଞ୍ଜନ କର - ଶ୍ରୀମତୀ ସାଗରୀକା ପାଣିଗ୍ରାହୀ - ଶ୍ରୀ ଅରବିନ୍ଦ କୁମାର ଗୁପ୍ତା - ଡ଼ଃ ମଧୁସ୍ମିତା ମିଶ୍ର - ଶ୍ରୀ ରାମଚନ୍ଦ୍ର ଭୁତିଆ - ଶ୍ରୀ ଲକ୍ଷ୍ମୀ କାନ୍ତ ବେହେରା - ସୁଶ୍ରୀ ସାଇପ୍ରଭା ସୂତାର - ଶ୍ରୀମତୀ ଶ୍ୱେତପଦ୍ମା ପାଢ଼ୀ - ଶ୍ରୀ ଦେବାଶିଷ ଆଚାର୍ଯ୍ୟ - ଶ୍ରୀମତୀ ଜ୍ୟୋସ୍ନାମୟୀ - ସୁଶ୍ରୀ ଶ୍ରୀୟା - ଶ୍ରୀ ଅଭିଷେକ ତ୍ରିପାଠୀ"

₹250.00Ebook ₹99.00
ADYA SWARA RA PRATIDHWANI

"""ଆଦ୍ୟସ୍ୱରର ପ୍ରତିଧ୍ୱନି"" କବିତା ସଂକଳନ, ଆଧୁନିକ ସମାଜକୁ ନବ ସାହିତ୍ୟିକ ମାନଙ୍କର ଏକ ଭାବସ୍ପର୍ଶୀ ଅବଦାନ । ଏହାର ପ୍ରତିଟି ପୃଷ୍ଠାକୁ ନିଜ ଉତ୍କୃଷ୍ଟ ତଥା ମନୋରମ ଲେଖନୀ ଚାଳନା ଦ୍ୱାରା ଉଦବୁଦ୍ଧ କରିଥିବା କବି ଓ କବୟିତ୍ରୀ ଗଣ ହେଉଛନ୍ତି.... • ଶ୍ରୀମତୀ ସୁଜାତା ମହାପାତ୍ର • ଶ୍ରୀଯୁକ୍ତ ଏକଲବ୍ୟ ନାଏକ • ଶ୍ରୀମାନ ଜ୍ଞାନ ରଞ୍ଜନ କର • ଶ୍ରୀମାନ ସାରଦା ପ୍ରସନ୍ନ ନାୟକ • ଶ୍ରୀଯୁକ୍ତ ସମ୍ବିତ ଶ୍ରୀକୁମାର • ଶ୍ରୀମତୀ ଉମାରାଣୀ ପାଢ଼ୀ • ଶ୍ରୀଯୁକ୍ତ ଅକ୍ଷୟ କୁମାର ପାଣିଗ୍ରାହୀ • ଶ୍ରୀମତୀ ଅରୁନ୍ଧତୀ ଜେନା • ଶ୍ରୀମାନ ସତ୍ୟଜିତ୍ ଦାସ • ସୁଶ୍ରୀ ସୁପ୍ରଭା ମହାନ୍ତି • ଶ୍ରୀମତୀ ଜି ସନ୍ତୋଷୀ • ଶ୍ରୀମତୀ ପଲ୍ଲବୀ ବାରିକ • ଶ୍ରୀମାନ ମୁକ୍ତିକାନ୍ତ ଦାସ • ଶ୍ରୀମତୀ ଗଙ୍ଗୋତ୍ରୀ ପ୍ରିୟଦର୍ଶିନୀ • ଶ୍ରୀମାନ ଶିବାଶିଷ୍ ପାତ୍ର • ଶ୍ରୀମାନ ନିତ୍ୟାନନ୍ଦ ସାହୁ • ଶ୍ରୀମତୀ ସଞ୍ଜିତା ପ୍ରଧାନ • ଶ୍ରୀଯୁକ୍ତ ନାରାୟଣ ସେଠୀ • ଶ୍ରୀମତୀ ଅମ୍ବୁଜା ମହାନ୍ତି • ସୁଶ୍ରୀ ଶ୍ରୀୟା • ଶ୍ରୀମାନ ଅଭିଷେକ ତ୍ରିପାଠୀ"

₹250.00Ebook ₹99.00
GALPODAYA
GALPODAYA

Poetry Anthology (multiple authors)

A collection of odia tales & microtales from fifteen writers.

₹249.00Ebook ₹99.00

Quick Stats

9

Books